ରାଜଧାନୀରେ ପ୍ରତୀକ ସିଂଙ୍କ ନୂଆ ଇଂନିସ

ଭୁବନେଶ୍ବର: ରାଜ୍ୟର ଜଣାଶୁଣା ଆଇପିଏସ୍‌ ପ୍ରତୀକ ସିଂ ଭୁବନେଶ୍ବରର ଡିସିପି ଦାୟିତ୍ବ ନେବାକୁ ଯାଉଛନ୍ତି। ଗତକାଲି ଆଇପିଏସ୍‌ସ୍ତରରେ ହୋଇଥିବା ଅଦଳବଦଳ ପ୍ରକ୍ରିୟାରେ ତାଙ୍କୁ ଏହି ପଦବି ଦାୟିତ୍ବ ମିଳିଛି। କନ୍ଧମାଳ, ମାଲକାନଗିରି ଭଳି ମାଓପ୍ରବଣ ଅଞ୍ଚଳରେ ଏସ୍‌ପି ଭାବେ ଦକ୍ଷତାର ସହ କାମ କରିଥିବା ପ୍ରତୀକ ବ୍ରହ୍ମପୁର ଏସ୍‌ପି ଦାୟିତ୍ବ ମଧ୍ୟ ସୂଚାରୁରୂପେ ତୁଲାଇଥିଲେ। ଗତ ଦୁଇ ବର୍ଷ ହେଲା ସେ କଟକ ଡିସିପି ଭାବେ କାମ କରିଛନ୍ତି। ଏବେ … Continue reading ରାଜଧାନୀରେ ପ୍ରତୀକ ସିଂଙ୍କ ନୂଆ ଇଂନିସ